UNIT TEST
UNIT TEST-1
PM SHRI GOVT. H. S. SCHOOL, MAHIPUR
SUB-HISTORY
TIME-45MINS F. M-20
ସମସ୍ତ ପ୍ରଶ୍ନର ଉତ୍ତର ଦିଅ। ( 1×5=5)
1(କ )ହାତୀଗୁମ୍ପା ଅଭିଲେଖରୁ କେଉଁ ନରପତି ସମ୍ବଦ୍ଧରେ ସୂଚନା ମିଳିଥାଏ।
(i)ଅଶୋକ (ii)ହର୍ଷବର୍ଦ୍ଧନ
( iii)ନରସିଂହ ଦେବ ( iv)ଖାରବେଳ
(ଖ)କୌଟିଲ୍ୟ କେଉଁ ପୁସ୍ତକ ରଚନା କରିଥିଲେ?
(i)ଅଷ୍ଟାଧାୟୀ ( ii)ଅର୍ଥଶାସ୍ତ୍ର
(iii)ନୀତିଶାସ୍ତ୍ର (iv)ମହାଭାଷ୍ୟ
(ଗ )ବୃହତ ସ୍ନାନାଗାର କେଉଁଠାରେ ଅବସ୍ଥିତ?
(i)ହରପ୍ପା (ii)ମହେଞ୍ଜୋଦାରୋ
(iii)କାଲିବାଙ୍ଗନ (iv)ଲୋଥାଲ
(ଘ )ହରପ୍ପାର ଅଧିବାସୀମାନେ ଜାଣିନଥିବା ଧାତୁ ର ନାମ _____
(i)ସୁନା (ii )ରୂପା
(iii)ଆଲୁମିନିୟମ (iv)ଲୁହା
(ଙ)ଲୋଥାଲ କେଉଁ ରାଜ୍ୟରେ ଅବସ୍ଥିତ?
(i)ଗୁଜୁରାଟ ( ii)ରାଜସ୍ଥାନ
(iii)ପଞ୍ଜାବ (iv)ମେହରଗଡ଼
2/ ଯେ କୌଣସି ତିନୋଟି ପ୍ରଶ୍ନ୍ନ ର ଉତ୍ତର ଦିଅ। 2×3=6
(କ )ହରପ୍ପା ସଭ୍ୟତା ର ଦୁଇଟି କେନ୍ଦ୍ର ର ନାମ ଲେଖ?
(ଖ )ହରପ୍ପା ସଭ୍ୟତା ର ଭୌଗଳିକ ବିସ୍ତୃତି ସମ୍ପର୍କରେ ଲେଖ?
(ଗ )ହରପ୍ପା ଅଧିବାସୀ ଙ୍କ ବାସଗୃହ ସମ୍ପର୍କରେ ଲେଖ?
(ଘ )ଅଭିଲେଖ ର ପ୍ରକାରଭେଦ ବର୍ଣ୍ଣନା କର?
(ଙ )ବୌଦ୍ଧ ଧର୍ମ ର ଦୁଇଟି ଗ୍ରନ୍ଥ ର ନାମ ଲେଖ?
3/ଯେ କୌଣସି ତିନୋଟି ପ୍ରଶ୍ନ୍ନ ର ଉତ୍ତର ଦିଅ। 3×3=9
(କ )ଇତିହାସ ଲିଖନ ପାଇଁ ଧର୍ମ ସାହିତ୍ୟ କିପରି ସହାୟକ ହୋଇଥିଲା?
(ଖ )ବୈଦେଶିକ ବିବରଣୀ କିପରି ଇତିହାସ ରଚନା କରିବା ଦିଗରେ ସହାୟକ ହୋଇଥିଲା?
(ଗ )ବୃହତ ସ୍ନାନାଗାର ସମ୍ପର୍କରେ ବର୍ଣ୍ଣନା କର?
(ଘ )ହରପ୍ପା ସଭ୍ୟତାର କୃଷି ସମ୍ପର୍କ ରେ ଆଲୋଚନା କର?
(ଙ)ହରପ୍ପା ସଭ୍ୟତା ର ଧର୍ମ ବିଶ୍ୱାସ ସମ୍ପର୍କରେ ଆଲୋଚନା କର?

0 Comments:
Post a Comment
Subscribe to Post Comments [Atom]
<< Home